Jou Jhiara Antaa
Abhijit Majumdar
3:35ଅଟୋରେ ବସେଇ ଦେମି ଆଖି ମୁଁ ମିଶେଇ ଦେମି Puncture ହେଇଗଲା ଏଇ ଛାତି ଏ ରଙ୍ଗବତୀ—ରଙ୍ଗବତୀ ହଁ, ଅଟୋରେ ବସେଇ ଦେମି ଆଖି ମୁଁ ମିଶେଇ ଦେମି Puncture ହେଇଗଲା ଏଇ ଛାତି ଏ ରଙ୍ଗବତୀ—ରଙ୍ଗବତୀ ତୁ ନୂଆ—ନୂଆ ଅଟୋ ବାଲା ମୋ ମନ ଖାଲି ଝାଲାମାଲା ଆରେ, break ତୋର ଢୀଲା ହଁ, ଧୀରେ—ଧୀରେ ଚଲା କାଳେ ଜଳିଯିବ ନାଲି ବତି ମୁଁ ରଙ୍ଗବତୀ—ରଙ୍ଗବତୀ ଆରେ, ଏ ରଙ୍ଗବତୀ—ରଙ୍ଗବତୀ ଆରେ, ପ୍ରେମ ଗାଡ଼ି ଘାଇଁ—ଘାଇଁ ଗଡ଼ିଯାଏ ସାଇଁ—ସାଇଁ Heavy licence ପାଇଛି ମୋ ଗୋରୀ ଧରିଥା ଛାଡ଼ିବୁ ନାହିଁ ବେଳ, କାଳ ଭଲ ନାହିଁ ସହଜେ ମୁଁ ଚାନ୍ଦ ମୁହିଁ ମନ ଛନ—ଛନ, ଆଖି କନ—କନ Gear ତୁ ପକା ନାହିଁ ହାଏ, ଛୁଇଁଲେ accelerator ଅନା ବଢୁଛି ପ୍ରେମ meter ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା ଖେଳୁଛି ଲୋ କିତି—କିତି ହେ, ରଙ୍ଗବତୀ—ରଙ୍ଗବତୀ ଆରେ, ମୁଁ ରଙ୍ଗବତୀ—ରଙ୍ଗବତୀ ଆଖି ତଳେ ଲାଜଥିଲା ଓଠ ତଳେ ଝରିଗଲା ହୃଦୟ ଭିତର indicator ମୋ Signal ତତେ ଦେଲା ଆରେ, ଯାହାହେଲା ଭଲ ହେଲା ଭଡ଼ା ମୋର ଉଠିଗଲା ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା" ମୁଁ ହେଲି ଓଟୋ ମାଲିକାଣୀ ତୁ Driver ମୋର ମଣି ଆରେ, ମିଳିବନି ଛୁଟି, ତୁ କରିବୁ duty ରାତି—ଦିନ, ଦିନ—ରାତି ଏ ରଙ୍ଗବତୀ—ରଙ୍ଗବତୀ ମୁଁ ରଙ୍ଗବତୀ—ରଙ୍ଗବତୀ ଏ ରଙ୍ଗବତୀ—ରଙ୍ଗବତୀ ଆରେ, ମୁଁ ରଙ୍ଗବତୀ—ରଙ୍ଗବତୀ