Mahua Pani Saturi Tanka Aatheni
Aseema Panda
4:22(ବାବଲା ଯାଇ ଫଟାଫଟ୍ ଛେକେ ଜଗିଛେ) (ଟୋକିଲ୍ ତୋର ନାଇଁ ଆସେ, କେତେ ସଜ ହଉଛେ?) (ବାବଲା ମନ ତରତର, ବଡ ରସିକ) (ଚିକ୍-ଚିକିଆ ଜାମା ସାଙ୍ଗେ ଦେଖ୍ ତାର ଚମକ) (ଆରେ ଥପାଥପ୍ ଗାଁର୍ ମୋଡରୁ ଚାଲି ଆସେ ତାର ଠୁକଲି) (ଯାତ୍ରା ଦେଖେଇ ନବ ବୋଲି ତାର୍ ମନରେ କେତେ ଖୁଜଲି) (ଦେ ଜାଳି ଦେ) ମୁଇଁ ଛଇ ଛନକୀ, ମହୁଲ କଷି ନୂଆ ଧାଙ୍ଗିରୀ, ସୁନ୍ଦରୀ ମେନକା କାଲି ଯାତରା ଠାନେ ହଜିଗଲା ମୋର୍ ନାକର ନୋଥ, କାନର ଝୁମକା ସାହୁ ଘର ବଡ ପୁଅ ସତେ ଭାରି ରସିଆ ଡାକି ନେଇ ଘିନିଦେଲା ହଳେ ସୁନା ଫାସିଆ ତାର୍ ପାସେ ମୋର ମନ ଲାଖି ଗଲା କିସ କହିବି ରେ ବାକି ଯାହା ହେଲା ଚୋରା ପୀରତି ଅଡୁଆ ଧନ୍ଦା ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା (ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା) (ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା) (ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା) (ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା) (ଯୀକ୍-ଯା-ଯୀକ୍-ଯା-ଯୀକ୍-ଯା) (ଯୀଯାକ୍-ଯାଯୀକା-ଯାଯୀକା-ଯୀଯା) ଦେଇ ମିଠା ପାନ ନେଲା ମୋର ମନ ନଇଁ ଯାଏ ଲାଜରେ ମଥା ୧୬ ବୟସି ମୁଇଁ ରାତିସାରା ବସି ଭାବେ ଖାଲି ତା' କଥା, ତା' କଥା, ତା' କଥା ଆମ ଆଡେ ଟିକେ ଅନା, ଆଲୋ ସଜନା ଛୁଇଁ କେନେ ତୋର ଘର ଅଛି, ଦେ ଥରେ ତୁ କହି ଯୋଡ଼ା ବେଣୀ ତୋର ହଲେଇ-ହଲେଇ କେତେ ଠାଣି ମାରୁ ଆଲୋ ମୋ ଗେଲେଇ? ଲାଇ ଲବଙ୍ଗ ଫୁଲେଇ ରାଧା ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା (ପାଇଗଲି ମୋର ଛୁମ୍କୁ ଛୁମା) (ଉଦୁଉଦୁମା ତାଳ ଗୋଟମା) (ଦୁଇ ଗାଲେ ଦେବି ଦୁଇଟି ଚୁମା, ଚୁମା ରେ) (ମହୁଲ ପତର ତିନି ତିନିଟା) (କୋଉଠି ଥିଲୁ ମୋ ଚୁଇଁମୁଇଁ ଟା?) (ଦେଇଯା ଲୋ ସୁନା ମୋ ମନଟା, ମନଟା) ଏତେ ସୁନ୍ଦରୀ ମୁଇଁ କାଇଁ ହେଲି କହ ଝିଲକୀ ଝିପା ସରଗି ଫୁଲ ସବୁ ରସିଆ ଲୋ ପିଛା କରି ମତେ ମାଗୁଛନ୍ତି ଟିକେ ଗେଲ, ଟିକେ ଗେଲ, ଟିକେ ଗେଲ ଆଲୋ ମୋର ଚୁଟୁକୁ ଚୁଟା ହେଇଯା' ମୋ କନିଆଁ ସଜ ହବୁ ଦେବି ତୋତେ ଦରପଣ, ପାନିଆଁ ପିଇବାକୁ ଦେବି ସଲପ ମହୁଲି କରମା ନାଚିବା ଝୁଲି-ଝୁଲି-ଝୁଲି ଖାଇତେ ଦେବି ଡୁଙ୍ଗୁରି କନ୍ଦା ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା ହେ, ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ମୁଇଁ ରସିଆ ପିଲାଟା ଧୂଳିଆ ଜନ୍ଦା ଧିନ୍-ଧିନ୍-ତା-ଧିନ୍-ଧିନ୍-ତା ଧିନ୍-ତା-ଧିନ୍-ଧିନ୍-ତା ମୁଇଁ ରସିଆ ପିଲାଟା ଧୂଳିଆ ଜନ୍ଦା ହେ, ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା ଧିନ୍-ଧିନ୍-ଧିନ୍-ଧିଧିନ୍-ତା ଧିନ୍-ତା-ଧିନ୍-ଧିନ୍-ତା ମୁଇଁ ରସିଆ ପିଲାଟା ଧୂଳିଆ ଜନ୍ଦା ହେ, ଧିନ୍-ତା ଧିଧି-ଧିଧିନ୍-ତା ଧିନ୍-ତା ଧିଧି-ଧିଧିନ୍-ତା ରସିଆ ପିଲାଟା ଧୂଳିଆ ଜନ୍ଦା