Gajara Bali
Humane Sagar
4:55ନାଚିବୁ ଆଜି ଆମେ, ଦେଖିବ ମଜା ଥରିବ ମାଟି ଆଉ ଭାଙ୍ଗିବ ତାଜା ଆଜିକ ରାତି ପାଇଁ ଆମେ ରେ ରାଜା ଦୁଲୁକେଇକି ତେଲିଙ୍ଗି ବାଇଦ ବଜା ରୋଳା ହବ, ଦବୁ ନାହିଁ ଜମାରୁ ଢ଼ିଲା ଦେଶୀ ବିଦେଶୀ ରସ ଉଡ଼ିଲା ମୁଣ୍ଡ ହାଉଲେ ହାଉଲେ ଝିମେଇଦେଲ ହଁ ଏବେ, ଏଇ ଏବେ ଧରିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା (ବାବୁଲା ବାରବୁଲା, ବାବୁଲା ବାରବୁଲା) (ବାବୁଲା ବାରବୁଲା, ଏ, ଏ, ଏ, ଏ, ବାବୁଲା) (ବାବୁଲା ବାରବୁଲା, ବାବୁଲା ବାରବୁଲା) (ବାବୁଲା ବାରବୁଲା, ଏ, ଏ, ଏ) କଲବଲ, କାହିଁକି କଲବଲ? ଭୁଲ ଭୁଲ, ମନରୁ ସବୁ ଭୁଲ ନାଚ ଗୀତରେ ମାତିକି ସବୁ ଝୁଲ ଚାଲ ଚାଲ, କରମ କରି ଚାଲ ଭଲ ଭଲ, ସବୁ ତ ହବ ଭଲ ମଜା ମସ୍ତିରେ ଏଇନା ମଜି ଚାଲ ଖେଳ କସ ଖାଣ୍ଟି ରଡ଼ ଆମରି ପିଲା ଆଜି ଖଟିଟା ଜବର ହେଲା ଟୋକା ଝାସରେ area ଦୋହଲିଗଲା ଏଇ ଏବେ, ଏଇ ଏବେ ବଢ଼ିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ନାଚିବୁ ଆଜି ଆମେ, ଦେଖିବ ମଜା ଥରିବ ମାଟି ଆଉ ଭାଙ୍ଗିବ ତାଜା ଆଜିକ ରାତି ପାଇଁ ଆମେ ରେ ରାଜା ଦୁଲୁକେଇକି ତେଲିଙ୍ଗି ବାଇଦ ବଜା ରୋଳା ହବ, ଦବୁ ନାହିଁ ଜମାରୁ ଢ଼ିଲା ଦେଶୀ ବିଦେଶୀ ରସ ଉଡ଼ିଲା ମୁଣ୍ଡ ହାଉଲେ ହାଉଲେ ଝିମେଇଦେଲ ହଁ ଏବେ, ଏଇ ଏବେ ଘାରିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ଚଢ଼ିଲା ପୁରା ତିରିଙ୍ଗ୍-ତିରିଙ୍ଗ୍ ଜମିଲା