Notice: file_put_contents(): Write of 662 bytes failed with errno=28 No space left on device in /www/wwwroot/muzbon.net/system/url_helper.php on line 265
Babul Supriyo - Tara Krushnachuda Rangara | Скачать MP3 бесплатно
Tara Krushnachuda Rangara

Tara Krushnachuda Rangara

Babul Supriyo

Альбом: Mana Aaina
Длительность: 4:11
Год: 2007
Скачать MP3

Текст песни

ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ
ହାଏ, ମସ୍ତ୍-ମସ୍ତ୍ ଆଖିରେ ମସ୍ତ୍ ଚାହାଣୀ
ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ
ହାଏ, ମସ୍ତ୍-ମସ୍ତ୍ ଆଖିରେ ମସ୍ତ୍ ଚାହାଣୀ

ଦକ୍ଷିଣୀ ଝିଅ ପାଟି ଫିଟୁନି, ଭାବ ପୀରତି କିଛି ବୁଝୁନି
ବୋଉର କାନି ଛାଡୁନି

ଆଏ ଅଲ୍ପ ରହ, ଅଲ୍ପ ରହ ପିଲା ଅନାଡ଼ି
ତତେ ଚୁଟିକିରେ ପୁଟିକିରେ ଦେବି ସଜାଡ଼ି

ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ
ହାଏ, ମସ୍ତ୍-ମସ୍ତ୍ ଆଖିରେ ମସ୍ତ୍ ଚାହାଣୀ

ଆଲୋ-ଆଲୋ, ଆଲୋ-ଆଲୋ, ଆଲୋ-ଆଲୋ
ଆଲୋ-ଆଲୋ, ଆଲୋ-ଆଲୋ, ଆଲୋ-ଆଲୋ

ଆଲ୍ କହିଲେ କାଲ୍ ବୁଝେ, ଚାଲ୍ କହିଲେ ମାଲ୍
ଖୋଷା କହିଲେ ଦୋଷା ବୁଝେ, ଝିଅ ସେ କମାଲ୍
ଆରେ, ଆଲ୍ କହିଲେ କାଲ୍ ବୁଝେ, ଚାଲ୍ କହିଲେ ମାଲ୍
ଖୋଷା କହିଲେ ଦୋଷା ବୁଝେ, ଝିଅ ସେ କମାଲ୍

ଚେହେରା ତାର ପୁରା ଲହୁଣୀ, ପାଖକୁ ଗଲେ ମାରେ କହୁଣୀ
ବୋଉକୁ ଡାକେ ବାୟାଣୀ

ଆମା ଦେକ୍ ଲୋ, ଦେକ୍ ଲୋ କାଣ କହୁସି
ତାକୁ ସିଗୁଲେଇ ସିଗୁଲେଇ କାତ୍ କହୁସି

ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ
ହାଏ, ମସ୍ତ୍-ମସ୍ତ୍ ଆଖିରେ ମସ୍ତ୍ ଚାହାଣୀ

ଆଲୋ-ଆଲୋ, ଆଲୋ-ଆଲୋ, ଆଲୋ-ଆଲୋ
ଆଲୋ-ଆଲୋ, ଆଲୋ-ଆଲୋ, ଆଲୋ-ଆଲୋ

ବୋଲ୍ କହିଲେ ଖୋଲ୍ ବୁଝେ, ଖୋଲ୍ କହିଲେ ଢୋଲ୍
ଦିଲ୍ ମାଗିଲେ ଦିଲ୍ ଦିଏ, ମାମଲା ହରିବୋଲ୍
ଆରେ, ବୋଲ୍ କହିଲେ ଖୋଲ୍ ବୁଝେ, ଖୋଲ୍ କହିଲେ ଢୋଲ୍
ଦିଲ୍ ମାଗିଲେ ଦିଲ୍ ଦିଏ, ମାମଲା ହରିବୋଲ୍

ହାଏ ରେ ମୋର ଚାରୁପାଣି, ମନକୁ ମନ ଭାବେ ଶିଆଣି
ତୁଚ୍ଛାରେ ମାରେ ଫୁଟାଣି

ଆଲୋ ଇଟିକିଲି ମିଟିକିଲି ନାଲିପାଇଁଚ
ମୁଇଁ ବୁଝିଗଲି ବୁଝିଗଲି କଣ କହୁସ

ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ
ହାଏ, ମସ୍ତ୍-ମସ୍ତ୍ ଆଖିରେ ମସ୍ତ୍ ଚାହାଣୀ
ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ
ହାଏ, ମସ୍ତ୍-ମସ୍ତ୍ ଆଖିରେ ମସ୍ତ୍ ଚାହାଣୀ

ଦକ୍ଷିଣୀ ଝିଅ ପାଟି ଫିଟୁନି, ଭାବ ପୀରତି କିଛି ବୁଝୁନି
ବୋଉର କାନି ଛାଡୁନି

ଆଏ ଅଲ୍ପ ରହ, ଅଲ୍ପ ରହ ପିଲା ଅନାଡ଼ି
ତତେ ଚୁଟିକିରେ ପୁଟିକିରେ ଦେବି ସଜାଡ଼ି