Notice: file_put_contents(): Write of 651 bytes failed with errno=28 No space left on device in /www/wwwroot/muzbon.net/system/url_helper.php on line 265
Humane Sagar - Nabu Ki Sambalpur | Скачать MP3 бесплатно
Nabu Ki Sambalpur

Nabu Ki Sambalpur

Humane Sagar

Альбом: Nabu Ki Sambalpur
Длительность: 5:16
Год: 2023
Скачать MP3

Текст песни

ମୋ ଧନ, ସୁନା, ଗେଲୁ, ପୁଚୁ ରୁଷି ଯା'ନା
ଧାନ ଉଷା ହାଣ୍ଡି ପରି ଆଉ ମୁହଁ ଫୁଲାନା
ମୋ ଧନ, ସୁନା, ଗେଲୁ, ପୁଚୁ ରୁଷି ଯା'ନା
ଧାନ ଉଷା ହାଣ୍ଡି ପରି ଆଉ ମୁହଁ ଫୁଲାନା

ଆରେ ସିମ୍ପୁଲିଆ କଥା କହି ମତେ ଫୁଲାନା
ସାଉଁଳେଇ ସାଉଁଳେଇ ଏତେ ତେଲ ମାରନା

ତତେ ଯାତରା ଦେଖେଇ ନେମି
ଧନମଣି ଚାନ୍ଦିର କଙ୍କଣ ଦେମି
ତୁଚ୍ଛାଟାରେ କାଇଁ ଏତେ ହଉ ଗାରୁଗାରୁ?

ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଧାନ କଟାକଟି ସରୁ)
ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଧାନ କଟାକଟି ସରୁ)

କିଣିଦେମି ତତେ ନାଲି ଝାଲେରିକୁ ସମ୍ବଲପୁରୀ ଶାଢ଼ୀ
ପାଦକୁ ପାଉଁଜି ମଥାକୁ ଟିକିଲି, ଲାଗିବୁ ଲୋ ଲାଲ୍ ପରୀ
କିଣିଦେମି ତତେ ନାଲି ଝାଲେରିକୁ ସମ୍ବଲପୁରୀ ଶାଢ଼ୀ
ପାଦକୁ ପାଉଁଜି ମଥାକୁ ଟିକିଲି, ଲାଗିବୁ ଲୋ ଲାଲ୍ ପରୀ

ଆଉ ସେ ଶୁଣାନା ତୋ କୋଳ ଗାଉଣା, ଶୁଣି ଶୁଣି ମନ ମଲା
କେତେ ଆଶା କରି ଭଲ ପାଇଥିଲି କାନ୍ଦି କାନ୍ଦି ଦିନ ଗଲା

ତତେ ରେଳରେ ବସେଇ ନେମି
ଧନ ତୋର photo ମୁଁ ଉଠେଇ ଦେମି
ଗେଲ ଟିକେ କଲେ କାଇଁ ଆଡ଼ରୁଷା ମାରୁ?

ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଧାନ କଟାକଟି ସରୁ)
ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଧାନ କଟାକଟି ସରୁ)

ବରଷକ ଧାନ ବିକିଦେମି ପଛେ mobile ଦେମି ଖଞ୍ଜି
ଯାହା ତୁ କହିବୁ ତାହା ମୁଁ କରିମି, ହେଇଯା ତୁ ଟିକେ ରାଜି
ବରଷକ ଧାନ ବିକିଦେମି ପଛେ mobile ଦେମି ଖଞ୍ଜି
ଯାହା ତୁ କହିବୁ ତାହା ମୁଁ କରିମି, ହେଇଯା ତୁ ଟିକେ ରାଜି

ଏଇ role କୁ ତୋର reel ଅଭାବ, ମାରନା ତୁ ଫୁଟାଣି
ଦେଇଥିଲୁ ମୁଦି ବେଙ୍ଗି ପିତଳରେ ସୁନା ଝାଳ ବୋଳା ପାଣି

ତତେ cinema ଦେଖେଇ ଦେମି
ଧନମଣି hotel ରେ ଖୁଆଇମି
ଛୋଟ ଛୋଟ କଥାକୁ ତୁ କାଇଁ ଏତ ଧରୁ?

ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଧାନ କଟାକଟି ସରୁ)
ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଆଲୋ, ଧାନ କଟାକଟି ସରୁ)

ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଆଲୋ, ଧାନ କଟାକଟି ସରୁ)
ମତେ ବୁଲେଇ ନବୁ କି କହ ସମ୍ବଲପୁର
(ଏ ଧନ, ଧାନ କଟାକଟି ସରୁ)