Notice: file_put_contents(): Write of 653 bytes failed with errno=28 No space left on device in /www/wwwroot/muzbon.net/system/url_helper.php on line 265
Prasanta Muduli - Raja Jhia Sange | Скачать MP3 бесплатно
Raja Jhia Sange

Raja Jhia Sange

Prasanta Muduli

Альбом: Chandramalli Hase
Длительность: 4:00
Год: 2019
Скачать MP3

Текст песни

ରଜା-ଝିଅ ସାଙ୍ଗେ କରିଥିଲି ଭାବ
ହାଏ, ଭୁବନେଶ୍ୱରର ହାଟରେ
ରଜା-ଝିଅ ସାଙ୍ଗେ କରିଥିଲି ଭାବ
ହାଏ, ଭୁବନେଶ୍ୱରର ହାଟରେ

ଆସୁ ଆସୁ ସେ ତ ଦଗା ଦେଇଗଲା
ତେଲେଙ୍ଗାପେଣ୍ଠର ବାଟରେ

ରଜା-ଝିଅ ସାଙ୍ଗେ କରିଥିଲି ଭାବ
ହାଏ, ଭୁବନେଶ୍ୱରର ହାଟରେ

ଗାଧୁଆ ତୁଠରେ ହଜିଲା ତା ଦିନେ, ହାତର ରତନ ମୁଦି
ଗାଧୁଆ ତୁଠରେ ହଜିଲା ତା ଦିନେ, ହାତର ରତନ ମୁଦି

ଏକୂଳ ଖୋଜିଲା, ସେକୂଳ ଖୋଜିଲା
ଖୋଜିଲା ପଥର ସନ୍ଧି

ଖୋଜୁ ଖୋଜୁ ସେ ତ ପାଇଗଲା ମୋତେ
ହାଏ କେଦାର ଗଉରୀ ଘାଟରେ
ଖୋଜୁ ଖୋଜୁ ସେ ତ ପାଇଗଲା ମୋତେ
ହାଏ କେଦାର ଗଉରୀ ଘାଟରେ

ସେଇ ଝିଅ ପୁଣି ନଖରା କାଢ଼ୁଛି
ଫୁଲୁନଖରାର ଛକ୍କରେ

ରଜା-ଝିଅ ସାଙ୍ଗେ କରିଥିଲି ଭାବ
ହାଏ, ଭୁବନେଶ୍ୱରର ହାଟରେ

ଯିବିନି ଯିବିନି ତୋ ସାଥେ ଆଉ ମୁଁ
କହିଲା ସେ ରଜା-ଝିଅ
ଯିବିନି ଯିବିନି ତୋ ସାଥେ ଆଉ ମୁଁ
କହିଲା ସେ ରଜା-ଝିଅ

ସବୁ କଟକିଆ ବଡ଼ ଦଗାଦିଆ
ତା ଠେଙ୍ଗା ଦେଇତା ମୁହଁ

ଆଲୋ ଜେମାମଣୀ, ତମ ନୂଆ ରାଜଧାନୀ
ଝିଅଙ୍କୁ ମୋ ଦଣ୍ଡବତରେ
ଆଲୋ ଜେମାମଣୀ, ତମ ନୂଆ ରାଜଧାନୀ
ଝିଅଙ୍କୁ ମୋ ଦଣ୍ଡବତରେ

ଦେବେ କୁଆଖାଇ ପୋଲରେ ସଲାମ
ଗୋଇଠା କାଠଯୋଡ଼ି ପୋଲରେ

ରଜା-ଝିଅ ସାଙ୍ଗେ କରିଥିଲି ଭାବ
ହାଏ, ଭୁବନେଶ୍ୱରର ହାଟରେ
ଭୁବନେଶ୍ୱରର ହାଟରେ