Haseena (Sambalpuri)

Haseena (Sambalpuri)

Reetesh Suna

Альбом: Haseena
Длительность: 5:24
Год: 2021
Скачать MP3

Текст песни

Hm... Hm
Hm... Hm... Hm... Hm... Hm
Hm... Hm
Hm... Hm... Hm... Hm... Hm
ନା ନା ନା ନା
ନା ନା ନା ନା
ନା ନା ନା ନା

କଟାବାଞ୍ଜିଆ ରାଜା ମୁଇଁ ରାନୀ ରେ
କଟାବାଞ୍ଜିଆ ରାଜା ରେ
ରାୟପୁର ବାଲି ମୋର୍ ସୁନ୍ଦ୍ରି HASEENA
ଦିଲଥି ଲଗାଲୁ ନିଷାନା ରେ

ନସିଲି ନସିଲି ଆଖିଁ ତୋର୍ ନସିଲି
ହର୍କତ୍ କରୁଛୁ Naina ଲଡେଇ
ନସିଲି ନସିଲି ଆଖିଁ ତୋର୍ ନସିଲି
ହର୍କତ୍ କରୁଛୁ Naina ଲଡେଇ
ତୁଇ ଖାଲି focus ବାକିସବୁ Blur
ନାଜାରା ରେ
ଲଗାବା Sweet ମହାନୀ ଓ ରାନୀ ରେ
କଟାବାଞ୍ଜିଆ ରାଜା ରେ
ଲଗାବା Sweet ମହାନୀ ଓ ରାନୀ ରେ
କଟାବାଞ୍ଜିଆ ରାଜା ରେ
ଆମର୍ କଟାବାଞ୍ଜି

ତୋର୍ ଚାହାଣି Sweet ହନି ପୁରା Katilana
ହେଇଗଲି ପୁରା ଫିଦା Yeh ଦିଲ୍ Ashiqanaa

ହୋ...।
Confidence ତୋର୍ Tobah tobah
Direct କରୁ ଈଶାରା
ଦିଶୁଛୁ ତୋ ପୁରା Mawali
ଆରୁ ନାଇ ଚହରା

Ladela ladela ସବକର୍ ladela
ମୋର୍ ମାଁ କହେସି ଟିକେ ମୁଇ ଚଗଲା
Ladela ladela ସବକର୍ ladela
ମୋର୍ ମାଁ କହେସି ଟିକେ ମୁଇ ଚଗଲା

First Time ତତେ ଦେଖି ମୁଇଁ ହେଲି
Paagela ରେ
ରାୟପୁର ବାଲି ମୁଇଁ ସନ୍ଦ୍ରି HASEENA
ନାଇ ପରୁ ତୁଇ ପଟେଇ ରେ
ଲଗାବା Sweet ମହନୀ ଓ ରାନୀ ରେ
କଟାବାଞ୍ଜିଆ ରାଜା ରେ
ଆମର୍ କଟାବାଞ୍ଜି

Luv U, Luv U କହି କହି ପଛେ ମର୍ ପଡ଼ିଛୁ
ପିଲା ତୁଇ ପୁରା Anokha
Luv ତୋର ଧାସୁଁ
ହେ. Babu ସୁନା ଖୁରିଗୀନା କେତେ କରୁ ନଖରା
ମୋର ଏନ୍ତା ପିଲା ଆରୂ ନାଇମିଲେ dubara

Suhana. suhana ବାବୁ ତୋର୍ suhana
ନାରାଜ ନାଇହ ଆରେ ମୋର୍ deewana
Suhana. suhana ବାବୁ ତୋର୍ suhana
ନାରାଜ ନାଇହ ଆରେ ମୋର୍ deewana
Slowly slowly ତୋର ଲାଗି ହେଲି
Deewani ରେ

କଟାବାଞ୍ଜିଆ ହେଲୁ ମୋର୍ ରାଜା
ତୋର୍ ସିୱା ନାହିଁ ଦୂଜା ରେ
କଟାବାଞ୍ଜିଆ ହେଲୁ ମୋର୍ ରାଜା
ତୋର୍ ସିୱା ନାହିଁ ଦୂଜା ରେ

ରାୟପୁର ବାଲି ମୋର୍ ସୁନ୍ଦ୍ରି HASEENA
ମୋର୍ Dil ତୋର୍ Ashiyana ରେ...।