Sehejadi O Sehejadi
Humane Sagar
5:11ଆରେ, ମୋ ମନର ଗୁପଚୁପରେ इमली ମିଶେଇଦେ Power-cut ଦିଲରେ ମୋର बिजली ଜଳେଇଦେ ହେ, ମୋ ମନର ଗୁପଚୁପରେ इमली ମିଶେଇଦେ Power-cut ଦିଲରେ ମୋର बिजली ଜଳେଇଦେ ଟିକେ କରିଦେ उजाला, ବଢୁ ଆଗକୁ ମାମଲା ହଉ twist ଟିକେ love-story ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ହଁ, ଦେଖାନି ତୋର beauty କସ, बिन ବଜାନି ଜାଣିଥା ମୋର sweet ବିଷ, ନାଚିବୁ नागिन ଏ ଚଗଲା-ବୟସ, ମୋତେ ଦବୁନାହିଁ ଦୋଷ ଯଦି twist ହୁଏ love-story ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ଏ, ଧକ ଧକ ମୋ ମନର mobile battery ତୁ ଏକା fitting ଟୋକା, ଦେ ଟିକେ charge କରି ଆରେ, ତୋ ପାଇଁ ଦିଲଟା ମୋର ହେଇଗଲା loafer ଦେଇଦେ ତୋ जवानी କୁ life-time offer ଆରେ, ଶୁଣୁ-ଶୁଣୁ party, ତତେ ଦଉଛି guarantee ମୁଁ ତୋ'ରି ହେବି don't worry ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ଆରେ, hot-hot figure ତୋର ରଖିଥିଲୁ କଉଠି? ମନହୁଏ ଦେଖୁଥିବି ତତେ day, night ହେ, ତୋ ପାଇଁ ଆଜିକାଲି naughty-dress ପିନ୍ଧୁଛି ମୋତେ ଟିକେ ଚାହିଁବୁ ବୋଲି parlour daily ଯାଉଛି ଆଲୋ, ଏ ਸੋਨੀ-ਕੁੜੀ, ତୁ ରହିଥା ଲୋ ready ତତେ ଉଠେଇନେବି midnight ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ