Na Barasaku
Abhijit Majumdar
4:52ଓ ପ୍ରିୟାରେ ଓ ପ୍ରିୟାରେ ଓ ସାଥୀରେ ଓ ସାଥୀରେ ଓ ପ୍ରିୟାରେ ଓ ସାଥୀରେ ଅଳପ ଦେଖାରେ ଅଳପ କଥାରେ ଭଲ ପାଇଗଲି ମନ ଦେଇଦେଲିରେ ଓ ସାଥୀରେ ଓ ପ୍ରିୟାରେ ଅଳପ ଚିହ୍ନାରେ ଅଳପ ଜଣାରେ ଭଲ ପାଇଗଲି ମନ ଦେଇଦେଲିରେ ଓ ପ୍ରିୟାରେ ଓ ସାଥୀରେ (ହୋ—ହୋ—ହୋ—ହୋ—ହୋ—ହୋ) (ହୋ—ହୋ—ହୋ—ହୋ—ହୋ—ହୋ) ଆଖି, କଥାକୁହା ଆଖି ନେଲା ମତେ ଡ଼ାକି ତୋ ପାଖକୁ ମୋ ପାଖକୁ ତୁ ଆସିଲୁ ତୋ ପାଖକୁ ମୁଁ ହେ, ତୋର ହେଇଗଲି ତୋର ପ୍ରେମରେ ପାଗଳ ଦେଖୁ—ଦେଖୁ ମୋ ପ୍ରେମରେ ତୁ ପାଗଳ ତୋ ପ୍ରେମରେ ମୁଁ ଓ ପ୍ରିୟାରେ ଓ ସାଥୀରେ ପ୍ରଥମ ପ୍ରେମରେ ପ୍ରଥମ ଛୁଆଁରେ ସବୁ ଭୁଲିଗଲି ତତେ ଖୋଜିହେଲି ରେ ଓ ସାଥୀରେ ଓ ପ୍ରିୟାରେ ଲା—ଲା—ଲା—ଲା—ଲା—ଲା—ଲା—ଲା—ଲା ଲା—ଲା—ଲା—ଲା—ଲା—ଲା—ଲା—ଲା—ଲା ମନ, ଏଇ ମୋର ମନ କହେ ରାତିଦିନ ପାଖରେ ଥା ଥା କହିଲେ ତୋ ପାଖେ ଥିବି କହିବୁ ନାହିଁ ଯାଆ ହାଁ, ଫୁଲ ଫୁଟେନାହିଁ ଫୁଲ ଲାଗେନାହିଁ ଭଲ ତୋ ବିନା ତୋ ହଁ ରେ ହଁ ମୋର ତୋ ନା ରେ ନା ଓ ସାଥୀରେ ଓ ପ୍ରିୟାରେ ତୋରି ନାଆଁରେ ତୋରି ସାଥିରେ ଭଲ ପାଇବାର ଗୀତ ଗାଇଦେଲି ରେ ଓ ପ୍ରିୟାରେ ଓ ସାଥୀରେ ଓ ପ୍ରିୟାରେ ଓ ସାଥୀରେ