Rangila Rangila

Rangila Rangila

Vinod Rathod

Альбом: Golapi Golapi
Длительность: 4:52
Год: 2019
Скачать MP3

Текст песни

ରଙ୍ଗିଲା
ହେ-ଏ ରଙ୍ଗିଲା
ହେ-ହେ ରଙ୍ଗିଲା
ହେ-ହେ-ହେ-ହେ-ଏ

ରଙ୍ଗିଲା ରଙ୍ଗିଲା ଛିଟାରେ
ରଙ୍ଗିଲା ପ୍ରେମର ଛିଟା
ରଙ୍ଗିଲା ରଙ୍ଗିଲା ଛିଟାରେ
ରଙ୍ଗିଲା ପ୍ରେମର ଛିଟା

ଲାଗିଲା ମନରେ ପ୍ରେମର ଛିଟା
ଦୁନିଆଁ ଲାଗେରେ ମିଠା, ମିଠା, ମିଠା, ମିଠା

ଲାଗିଲା ଲାଗିଲା ଛିଟାରେ
ଲାଗିଲା ପ୍ରେମର ଛିଟା
ଲାଗିଲା ଲାଗିଲା ଛିଟାରେ
ଲାଗିଲା ପ୍ରେମର ଛିଟା

ଲାଗିଲା ଦେହରେ ପ୍ରେମର ଛିଟା
ସବୁ ଲାଗେ ଆଜି ମିଠା, ମିଠା, ମିଠା, ମିଠା

ରଙ୍ଗିଲା ରଙ୍ଗିଲା ଛିଟାରେ
ରଙ୍ଗିଲା ପ୍ରେମର ଛିଟା

ଲାଲା-ଲାଲା-ଲାଲା-ଲା
ଲାଲା-ଲାଲା-ଲା
ଲାଲା-ଲାଲା-ଲାଲା-ଲା
ଲାଲା-ଲାଲା-ଲା

ଫିକା ଫିକା ଆକାଶରେ
ଏ କି ରଙ୍ଗ ଲାଗିଲାରେ?
ନୁଆଁ ନୁଆଁ ଏ ବାଟରେ
ଏ କି ମହୁ ଝରିଲରେ?

ଫିକା ଫିକା ଆକାଶରେ
ଏ କି ରଙ୍ଗ ଲାଗିଲାରେ?
ନୁଆଁ ନୁଆଁ ଏ ବାଟରେ
ଏ କି ମହୁ ଝରିଲରେ?

ଝରିଲା ଝରିଲା ଅଠାରେ
ଝରିଲା ପ୍ରେମର ଅଠା
ଝରିଲା ଝରିଲା ଅଠାରେ
ଝରିଲା ପ୍ରେମର ଅଠା

ଲାଗିଲା ଓଠରେ ମହୁର ଅଠା
ଦୁନିଆଁ ଲାଗେରେ ମିଠା, ମିଠା, ମିଠା, ମିଠା

ରଙ୍ଗିଲା ରଙ୍ଗିଲା ଛିଟାରେ
ରଙ୍ଗିଲା ପ୍ରେମର ଛିଟା

ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ମନ ମୋର ତୋ ପାଖରେ
ଦେହ ଖାଲି ମୋ ପାଖରେ

ହେ, ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ମନ ମୋର ତୋ ପାଖରେ
ଦେହ ଖାଲି ମୋ ପାଖରେ

ଝୁଣ୍ଟିଲି, ଝୁଣ୍ଟିଲି ଲଟାରେ
ଝୁଣ୍ଟିଲି ପ୍ରେମର ଲଟା

ଲାଗିଲା ମନରେ ପ୍ରେମର ଛିଟା
ଦୁନିଆଁ ଲାଗେରେ ମିଠା, ମିଠା, ମିଠା, ମିଠା

ଲାଗିଲା ଲାଗିଲା ଛିଟାରେ
ଲାଗିଲା ପ୍ରେମର ଛିଟା
ହେ, ରଙ୍ଗିଲା ରଙ୍ଗିଲା ଛିଟାରେ
ରଙ୍ଗିଲା ପ୍ରେମର ଛିଟା