Jhia Ku Helani Satara
Akhshay Mohanty
3:14ହେ ମୋର ଜୀବନ ତତେ ଖୋଜି, ଖୋଜି, ଖୋଜି, ଖୋଜି ସୁନାର ତାରିଖ ଗଲା ହଜି, ହଜି, ହଜି, ହଜି ହେ ମୋର ଜୀବନ ଖୋଜିଛି ମୁଁ ତତେ ଯୋଛନା ରାତିରେ ଜହ୍ନ ଆସୁଥିଲା ରୂପା ପାଲିଙ୍କିରେ ଖୋଜିଛି ମୁଁ ତତେ ବିଳାସ ଶେଯରେ ଖୁସିର ଦୋକାନେ ହସର ବଜାରେ ହଜି ଗଲୁ କାହିଁ ମିଳିଲୁନି ତୁହି ଖୋଜିଛି ମୁଁ କିରା ଦ୍ଵୀପ ତେଜି, ତେଜି ହେ ମୋର ଜୀବନ ଖୋଜୁ, ଖୋଜୁ ତତେ ଗଲାଣିରେ ବିତି ଲୁହ ଟଳ-ମଳ କେତେ ଦିନରାତି ଥରେ ଡାକୁ, ଡାକୁ ସରିଗଲା ଭାଷା ବାକି ଅଛି ଏଣେ କୋଟି, କୋଟି ଆଶା ହଜିଗଲୁ କାହିଁ ମିଳିଲୁନି ତୁହି ଖୋଜିଛି ମୋ ଦୁଇ ଆଖି ଭିଜି, ଭିଜି ହେ ମୋର ଜୀବନ ତତେ ଖୋଜି, ଖୋଜି, ଖୋଜି, ଖୋଜି ସୁନାର ତାରିଖ ଗଲା ହଜି, ହଜି, ହଜି, ହଜି ହେ ମୋର ଜୀବନ