Chandana Sunder
Arabinda Muduli
7:20ପ୍ରଭୁ ବଳ ଥିଲା ବେଳେ ପ୍ରଭୁ ବଳ ଥିଲା ବେଳେ ବନ୍ଧୁପଣ କରି ସିଂହ ଦୁଆରକୁ ଯାଇଛି କେତେ ଗୁହାରି କରୁଛି ମୋ ଘରକୁ ଥରେ, ଥରେ, ଥରେ କୁଣିଆ ହେଇକି ଆସିବୁ ସତେ ଅନ୍ତ କାଳେ ଦେଖିବି ତତେ ମୋ କାଳିଆ ରେ, ନାଚୁଥିବୁ ଦେଖିବି ତତେ ମୋ କାଳିଆ ରେ, ନାଚୁଥିବୁ ଦେଖିବି ତତେ ବଳ ଥିଲା ବେଳେ ବନ୍ଧୁପଣ କରି ସିଂହ ଦୁଆରକୁ ଯାଇଛି କେତେ ଗୁହାରି କରୁଛି, ଗୁହାରି କରୁଛି ଗୁହାରି କରୁଛି ମୋ ଘରକୁ ଥରେ କୁଣିଆ ହୋଇକି ଆସିବୁ ସତେ ନାଚୁଥିବୁ ଦେଖିବି ତତେ ମୋ କାଳିଆ ରେ ନାଚୁଥିବୁ ଦେଖିବି ତତେ ଦାଣ୍ଡ ଦୁଆରେ ମୋ ଦାଣ୍ଡ ଦୁଆରେ ମୋ ଦାଣ୍ଡ ଦୁଆରେ ମୋ ତୁଳସୀ ଗଛ ପଶିବୁ ଘରକୁ ନ ଭୁଲି ପଥ ତୋ ନାମ ଶିଖାଇ ପୋଷିଛି ଶୁଆ ଡାକିଦେବ ଆସିଗଲେ କୁଣିଆ ତୋ ନାମ ଶିଖାଇ ପୋଷିଛି ଶୁଆ ଡାକିଦେବ ଆସିଗଲେ କୁଣିଆ ଅସରା ଲୁହରେ ଧୋଇଦେବି ପାଦ ଅସରା ଲୁହରେ ଧୋଇଦେବି ପାଦ ପଡିଯିବି ତୋର, ପଡିଯିବି ତୋର ପଡିଯିବି ତୋର ପ୍ରଭୁ କୋମଳ ପାଦେ ନାଚୁଥିବୁ ଦେଖିବି ତତେ ମୋ କାଳିଆ ରେ ନାଚୁଥିବୁ ଦେଖିବି ତତେ ଶ୍ରୀଅଙ୍ଗ ଲେପିବି, ଶ୍ରୀ ଅଙ୍ଗ ଲେପିବି ଶ୍ରୀ ଅଙ୍ଗ ଲେପିବି ବାସ ଚନ୍ଦନେ କାନ୍ଧକୁ ପାଇତା ଦେବି ଜତନେ ପୋଷିଛି ମୟୁର ଚନ୍ଦ୍ରିକା ପାଇଁ ଖୋସିଦେବି ବାଙ୍କ ଚୁଳରେ ନେଇ ପୋଷିଛି ମୟୁର ଚନ୍ଦ୍ରିକା ପାଇଁ ଖୋସିଦେବି ବାଙ୍କ ଚୁଳରେ ନେଇ ବାଡ଼ି ବାଉଁଶରେ ବଂଶୀ କରିଦେବି ବାଡ଼ି ବାଉଁଶରେ ବଂଶୀ କରିଦେବି ବଜାଇ ନାଚିବୁ ଆହାଃ କି ଛନ୍ଦେ ନାଚୁଥିବୁ, ନାଚୁଥିବୁ ଦେଖିବି ତତେ ମୋ କାଳିଆ ରେ ନାଚୁଥିବୁ ଦେଖିବି ତତେ ମୋ କାଳିଆ ରେ ନାଚୁଥିବୁ ଦେଖିବି ତତେ ଦେଖିବି ତତେ, ଦେଖିବି ତତେ, ଦେଖିବି ତତେ