Raja Rani
Humane Sagar, Arpita Choudhury, Sambit Kumar Mohanty
5:48ଯେତେ ଦେଖିଲେ ଆଖି ମାନୁନି କହୁଛି ଦେଖିବ ତତେ ଗୋଟେ ଦେଖାରେ ତୋ ପାଖରେ ସେ ହାଜିଯାଏ କାଇଁ ଏତେ? ହୁଁ, ଲୁଚି ଲୁଚିକି ଆଉ କେତେ ରେ ମୁଁ ଦେଖା କରୁଥିବି ତତେ କେବେ ଦବୁ ରେ ପ୍ରେମ ମଞ୍ଜୁରୀ ମୁଁ ଅପେକ୍ଷା କରିଛି ସତେ ସବୁ ବାଟ ମୋର ଶିକୁଳି ପଡିଛି ତୋ ଘର ବାଟଟା ବୋଧେ ଖୋଲା ଅଛି କେବେ ଆସିବୁ, ପାଖେ ବସିବୁ କହିବୁ ଭଲ ପାଉଛୁ ଆଖି ପଲକେ ମୋ ତୁ ତତେ ଭଲପାଏ ମୁଁ ଆଖି ପଲକେ ମୋ ତୁ ତତେ ଭଲପାଏ ମୁଁ ଯେବେ ମୋ ଗାଁ ବାଟେ ଚାଲିଯାଉ ଖାଲି ତୁ ତୋ ରୂପରଙ୍ଗକୁ ଦେଖୁଥାଏ ଖାଲି ମୁଁ ପ୍ରେମର ଅତରଟା ଯେବେଠାରୁ ଲାଗିଛି ସେବେଠୁ ମୁଁ ଖାଲି ତୋରେ ବାସୁଛି କହିବୁ କହୁଛୁ, ହେଲେ କହୁନାହୁଁ ସତରେ ତୁ କଣ ମତେ ଖାଲି ଚାହୁଁ ସହି ପାରୁନି, ରହି ପାରୁନି କାଇଁ ଏତେ ତରସଉଛୁ? ଆଖି ପଲକେ ମୋ ତୁ ତତେ ଭଲପାଏ ମୁଁ ଆଖି ପଲକେ ମୋ ତୁ ତତେ ଭଲପାଏ ମୁଁ ତୋ ପାଖରୁ ଆରମ୍ଭ ମୋ ଖୁସିର ମୁହାଣ ସୁଝି ମୁଁ ପାରିବିନି ତୋ ପ୍ରେମର ଋଣ ହୁଁ, ତୋ ପ୍ରେମ ପହଣି ଯେବେ ଆସେ ବାଟ କାଟି ଲାଗେ ମୋ ପ୍ରେମକୁ ନବ ସେ ସାଉଁଟି କାହିଁକି ଭାବୁଛୁ ଏତେ ସବୁ କଥା? ମୁଁ ଖାଲି ତୋର ଏତିକି ଜାଣିଥା ଯିଏ ଯାହା କହୁଥାଉ ପଛେ ତତେ ଖାଲି ଚାହେଁ ମୁଁ ଆଖି ପଲକେ ମୋ ତୁ ତତେ ଭଲପାଏ ମୁଁ ଆଖି ପଲକେ ମୋ ତୁ ତତେ ଭଲପାଏ ମୁଁ