Lakhe Faguna

Lakhe Faguna

Swayam Padhi, Antara Chakraborty

Альбом: Lakhe Faguna
Длительность: 4:32
Год: 2023
Скачать MP3

Текст песни

ପ୍ରେମରେ ତ ମନ ଏବେ ପଡେ ମୋର କାଇଁ?
ମୋ ମନ ତୋ କଥା ଭାବୁଛି ରେ କାଇଁ?
ଜୀବନେ ମୋ ପ୍ରେମ ରଙ୍ଗ ଭରିଦେଲୁ ତୁହି
ନେଇଗଲୁ ତୁ ମୋର ମନକୁ ଚୋରେଇ

ତୋ ମନ ସାଥେ ମୋ ମନ ଯେବେ ମିଶିଲା
ଦୁଇଟି ମନର ଯେବେ ମିଳନ ହେଲା
ତୋ ପାଇଁ ମନରେ ମୋ ପ୍ରେମ ଛ'ଗୁଣ

ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ

ଫଗୁଣକୁ ମାଗିଥିଲି ମୁଁ ତୋ ପ୍ରେମ
ପ୍ରେମ ବଦଳରେ ସିଏ ଦେଲା କେତେ ସ୍ବପ୍ନ
ସବୁ ସ୍ବପ୍ନକୁ ତୋର ମୁଁ ପୁରା କରିଦେବି
ବଜେଇ ଯୋଡ଼ି ମହୁରୀ ମୋ ଘରକୁ ନେବି

ନେଇ ବାଣ ରୋସଣୀ କେବେ ତୁ ଆସିବୁ?
ମତେ ସିନ୍ଦୂର ଦେଇ ତୁ ନିଜର କରିବୁ
ହାତ ଛାଡିବୁନି ମୋର, ଦେ ତୁ ରାଣ

ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ

ସିନ୍ଦୁର ଦେଇନି ତତେ, ଜୀବନ ଦେଇଛି
ସାତ ଜନ୍ମ ପାଇଁ ତତେ ନିଜର କରିଛି
ହାତ ଗଣ୍ଠି ସାକ୍ଷୀ ଅଛି ଆମ ମିଳନରେ
ଶଙ୍ଖା ସିନ୍ଦୂର ନାଉଛି ତୋରି ନାଁରେ

କଉ ଜନମର ମୁଁ ପୁଣ୍ୟଫଳ ପାଇଛି
ଏଇ ଜନମରେ ମୁଁ ତତେ ପାଇ ଯାଇଛି
ତତେ ପାଇ ଖୁସି ଅଛି ମୋ ଜୀବନ

ମତେ ଆଣିଦେଲୁ ଲକ୍ଷେ ଫଗୁଣ
ମତେ ଆଣିଦେଲୁ ଲକ୍ଷେ ଫଗୁଣ