Sehejadi O Sehejadi
Humane Sagar
5:11ଗୋଟିଏ ଆୟୁଷ କୋଟିଏ ପ୍ରେମକୁ ମୁହଁ ମୋଡି ଦେଲାପରେ ତମେ ମତେ ମିଳିଲ ତମେ ମତେ ମିଳିଲ ଅନେକ ଭିଡରେ ମୋ ପାଖକୁ ଆସି ଭରସା କରିଲା ପରେ ମତେ ତ ନିଜର କଲ ମତେ ତ ନିଜର କଲ ମୋ ଦୁନିଆ ମୋ ପୃଥିବୀ ହେଇଗଲ ତମେ ତମ ହାତ ଧରିଥିବି ଜନମେ ଜନମେ ଯଦି କେବେ ଦୁରେଇବ ମୁଁ ମରିଯିବି ହସ ଅବା ଲୁହ ଆସୁ ତମ ପାଖେ ଥିବି ମୁଁ ତମ ଚନ୍ଦ୍ରଭାନୁ, ତମେ ମୋ ଚନ୍ଦ୍ରମୁଖୀ କଥା ତ ଏତିକି ତୁମେ ମୋ ପାଇଁ ଦୁଃଖ ସହି ଆଜି କରିବାକୁ ଚାହଁ ସୁଖୀ କଥା ବି ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଛି ଶିଖି ଟିକିଏ ସିନ୍ଦୁର ଯୋଡ଼ିଲା ବନ୍ଧନ, ଆଶାକୁ ମିଳିଲା ଦିଶା ସଂସାରର ସବୁ ବାଧା ବନ୍ଧନକୁ ଟପି ହେଲେ ଲୋକହସା ଓଃ, କିଏ ପଚାରୁଛି କାହା ଅପବାଦ ତମେ ଥିଲେ ସାଥେ ମୋର ହସି-ହସି ପରା ତମ ସାଥେ ମିଶି ଗଢିବି ପ୍ରେମ ମନ୍ଦିର ମୋ ଜୀବନ, ମୋ ଆୟୁଷ ନେଇଯାଅ ତମେ ସୁଖ ଆସୁ ଦୁଃଖ ଆସୁ ହସୁଥିବା ଆମେ ମୋ ହୃଦୟ, ମୋ ସ୍ପନ୍ଦନ ତମ ଦେହେ ଚାଲେ ତମେ ସବୁ ପାଇଯାଅ ମତେ ଦେଖିଦେଲେ ତମେ ମୋର ନଈ ତୁଠ, ମୁଁ ତମ ନିରୀମାଖୀ ହୁଁ, କଥା ତ ଏତିକି ତୁମେ ମୋ ପାଇଁ ଦୁଃଖ ସହି ଆଜି କରିବାକୁ ଚାହଁ ସୁଖୀ କଥା ବି ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଛି ଶିଖି କବରିରେ ମୋର ଫୁଲ ମଉଛବ, ଗାଲର ଏ କଳାଯାଇ ଋତୁ ପରେ ଋତୁ ଖୋଜୁଛି ତୁମକୁ ନିରୀହ ପ୍ରେମିକ ହେଇ ହୋ, ଆଖି ବୁଜିଦେଲେ ଅଛି ତମ ପାଖେ, ଆଖି ଖୋଲିଲେ ବି ଅଛି ଦୁନିଆ ଭିଡରୁ କେବଳ ତମକୁ ନେଇଛି ଯେବେଠୁ ବାଛି ମୋ ସନ୍ଦେହ, ରାଗ-ରୁଷା ହେଇଗଲ ତମେ ତମ ସାଥେ ଏ ବନ୍ଧନ ଜନମେ ଜନମେ କଥା ଦିଅ ଦେହ ଛୁଇଁ ଲୁଚିଯିବ ନାଇଁ ସୁହାଗିନୀ କରିନିଅ ସିନ୍ଦୁର ଦେଇ ମୁଁ ତମ ସୂରୁଯ ଯେ, ତୁମେ ସୂର୍ଯ୍ୟମୁଖୀ କଥା ତ ଏତିକି ତୁମେ ମୋ ପାଇଁ ଦୁଃଖ ସହି ଆଜି କରିବାକୁ ଚାହଁ ସୁଖୀ ହୋ, କଥା ବି ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଛି ଶିଖି କଥା ତ ଏତିକି... କଥା ବି ଏତିକି...