Maar Daare
Omesh Project, Kanchan Joshi
4:19ନୂଆ hero ଦେଖିକରି ହସି ଦେସୁ ମୁଲ୍ କରି ନୂଆ hero ଦେଖିକରି ହସି ଦେସୁ ମୁଲ୍ କରି ଆମକେ ହେଲେ ଦେଖତ ଟିକେ ଘାଏ ରେ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ସୁନ୍ଦରୀ ତୁଇ ଲୋ ବଡେ ଫୁଲେଇ ମୁହଁ ମୁଡ଼ି ଦିଲକେ ଦେସୁ ଜଲେଇ ଆଖିନେ ଅଛେ ଗୋ କାଏଁ ରସ ଯେ ଦଉଡ଼ି ଦଉଡ଼ି ମୁଇଁ ଆଏସି ପଲେଇ ସୁନ୍ଦରୀ ତୁଇ ଲୋ ବଡେ ଫୁଲେଇ ମୁହଁ ମୁଡ଼ି ଦିଲକେ ଦେସୁ ଜଲେଇ ଆଖିନେ ଅଛେ ଗୋ କାଏଁ ରସ ଯେ ଦଉଡ଼ି ଦଉଡ଼ି ମୁଇଁ ଆଏସି ପଲେଇ ନାଇଁ କହନ ଆଉ ବେଶି ପାଗଲାପନ ଛେ ଲାଗସି ଲାଲ୍ ମିର୍ଚ୍ଚା ରିସମି ହସ କାଏଁ ରେ? ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ରଖିବା ମତେ ଯେ जान ବନେଇ ହେନ୍ତା ପିଲାଟେ ଚାହେଁସି ମୁଇଁ ନଖରା ମୋର୍ ସବୁ ସହିବ ସେ ପାରବୁ ବେଲେ କହ ମୁଡେ ବସେଇ ରଖିବା ମତେ ଯେ जान ବନେଇ ହେନ୍ତା ପିଲାଟେ ଚାହେଁସି ମୁଇଁ ନଖରା ମୋର୍ ସବୁ ସହିବ ସେ ପାରବୁ ବେଲେ କହ ମୁଡେ ବସେଇ ଦୁଲକି ଯିବା ଢୋଲ୍ ମହୁରୀ ରାନୀ କରି ଆନବି ଗୁରି ଦିନ୍ ଗନିଗନି ସମୟ ମୋର୍ ଯାଏ ରେ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ ଚମେଲି ହାଏ-ହାଏ ଏ ଚମେଲି ହାଏ, ହାଏ, ହାଏ