Aa Lagei De Daga

Aa Lagei De Daga

Humane Sagar

Длительность: 4:01
Год: 2022
Скачать MP3

Текст песни

ତତେ ପ୍ରେମରୋଗ, ମତେ ପ୍ରେମରୋଗ
ୟା ଠାରୁ ନାହିଁ ଆଉ ବଡ଼ ଭାଗ୍ୟ

ଏ romantic-romantic ପାଗ

ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ

ହୋ-ହୋ-ହୋ (ନା ନା ନା)
ହୋ-ହୋ-ହୋ (ନା ନା ନା)

ତୋ ଆଖି ମୋ ଆଖି
ମିଶିଗଲେ ଯାଏ ଲାଖି
କିଛି-କିଛି ହେଇଯାଏ ଛାତିରେ

ତୋ ମନ ମୋ ମନ
ନିଶା-ନିଶା ସାରା ଦିନ
ତୋ ସ୍ଵପ୍ନ ମୋ ଆଖିରେ ସବୁ ରାତିରେ

ତତେ ନାହିଁ ନିଦ, ମତେ ନାହିଁ ନିଦ
ବୟସ ପାଇଁ ତ ଏ ବଡ଼ ବିପଦ

ଏ romantic-romantic ପାଗ

ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ

ତୁ ଅଛୁ ମୁଁ ଅଛି
ଲାଗେ ଅଛି ସବୁକିଛି
ମିଠା-ମିଠା ଭାରି ମିଠା ଲାଗେ ଜୀବନ

ତତେ ଯେବେ ଦେଖେନାହିଁ
ଲାଗେନାହିଁ ନିଜ ଛାଇ
ତୁ ଥିଲେ ଦିନରେ ବି ଦିଶେ ସପନ

ତୋର ଯଉ ବାଟ, ମୋର ସେଇ ବାଟ
ଯୁଆଡ଼କୁ ଗଲେ ହେଇଯାଏ ଭେଟ

ଏ romantic-romantic ପାଗ

ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ