Aji Kali Pabana (From Kichhi Kahibara Achhi)
Humane Sagar,Namita Agrawal
3:44ଆକାଶରେ ତାରା ଯେତେ ସାଗରରେ ପାଣି ଯେତେ ଆକାଶରେ ତାରା ଯେତେ ସାଗରରେ ପାଣି ଯେତେ ଈଶ୍ୱରଙ୍କୁ ବିଶ୍ୱାସ ଯେତେ ଛାତିରେ ନିଶ୍ୱାସ ଯେତେ ହଁ ସେତେ, ହଁ ସେତେ, ହଁ ସେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ଶ୍ରାବଣରେ ମେଘ ଯେତେ ଫଗୁଣରେ ରଙ୍ଗ ଯେତେ ଆଖିକୁ ଭରସା ଯେତେ ଜୀବନ ନିଜର ଯେତେ ହଁ ସେତେ, ହଁ ସେତେ, ହଁ ସେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ତୋ ପରି ମୁଁ ନଥିଲି ତ ଭଲ ଦେଖି ତୋର ଗୁଣ ସବୁ ଭଲ ମୁଁ ବାଧ୍ୟ ହେଲି ପାଇବାକୁ ଭଲ ଯେବେଠାରୁ ଦେଖିଛି ମୁଁ ତତେ ସେବେଠୁ ଭଲ ପାଇଛି ତତେ ଜୀବନ ମୁଁ ଦେଇଦେବି ତତେ ଫୁଲରେ ମହକ ଯେତେ ଜହ୍ନରେ ଚମକ ଯେତେ ହଁ ସେତେ, ହଁ ସେତେ, ହଁ ସେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ସା-ରେ-ରେ-ରେ-ଗା-ଗା-ଗା-ମା-ପା-ମା-ଗା-ରେ-ସା ସା-ରେ-ରେ-ରେ-ଗା-ଗା-ଗା-ମା-ପା-ମା-ଗା-ରେ-ସା ନି-ରେ-ରେ-ରେ-ଗା-ଗା-ମା-ପା-ଧା-ମା-ଧା-ମା-ଧା-ରେ-ସା ଗୋଟେ ବୋଲି ଥିଲା ମୋର ମନ ତୁ ନେଇଗଲୁ ଯେବେ ସେଇ ମନ ମୋ ପାଖରେ ନାହିଁ ମୋର ମନ ହୋ, ସେଇ ଦେଖା ଚାହାଁ ସେଇ କଥା ଆଜି ନୂଆ କାଇଁ ଲାଗେ ସବୁ କଥା ଏବେ ଦୁଇଟି ଓଠରେ ଗୋଟେ କଥା ମନ୍ଦିର ପବିତ୍ର ଯେତେ ଶିଶୁ ମନ କୋମଳ ଯେତେ ହଁ ସେତେ, ହଁ ସେତେ, ହଁ ସେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ ମୁଁ କହିପାରିବିନି ତତେ, ଭଲ ପାଉଛି କେତେ