Premare Tora Premare
Sambit Kumar Mohanty
4:54ମୁଁ ଆକାଶ ହେଲେ ତୁ ବରଷା ଯେବେ ଇଚ୍ଛା ମନେ ବରଷି ଯା ମୁଁ ମେଘ ରାଣୀ, ତୁ ମେଘ ରାଜା ତୋ ପାଇଁ ଖୋଲା ମୋ ମନ ଦରଜା ହୁଁ, ମୁଁ ଆକାଶ ହେଲେ ତୁ ବରଷା ଯେବେ ଇଚ୍ଛା ମନେ ବରଷି ଯା ମୁଁ ମେଘ ରାଣୀ, ତୁ ମେଘ ରାଜା ତୋ ପାଇଁ ଖୋଲା ମୋ ମନ ଦରଜା ତୋ ପାଖେ ମନକୁ ବନ୍ଧା ଥୋଇ ପ୍ରେମକୁ ଜରିମାନା ମିଳୁନାହିଁ ଭାବେ କାଇଁ ତୋ କଥା ଏବେ ମୁଁ ବାରବାର? ହାଏ ରେ, ହାଏ ରେ ଅଦିନ ମେଘ ଭିଜେଇଦେ ତୁ ପ୍ରିୟାକୁ ମୋର ହାଏ ରେ, ହାଏ ରେ ଅଦିନ ମେଘ ଭିଜୁଛି ମୁଁ ଆଜି ପ୍ରେମରେ ତୋର ଡେରି ଡେରି କାଇଁ କରୁଛୁ ତୁ ରେ? ଅପେକ୍ଷା କରିଛି ପ୍ରିୟା ଗାଁ ମୁଣ୍ଡରେ ସେ ଚାହିଁ ବସିଛି ତା ମନ ବୁଝୁନୁ କିଆଁ? ତୋ ସାଥିରେ ଯେବେ ଦେଖା ହେଇଯାଏ ଇର୍ଷାରେ ଜଳେ ଦୁନିଆଁ ସେ କି ବଦଳିବ? ତୁ ଏକା ମୋର ସବୁଠୁ ବଡ଼ ଦୁନିଆଁ ପ୍ରେମର ହରଣ ହରି ହରି ଭାଗଶେଷ ତୋ ପାଖେ ଯାଏ ସରି ହୃଦୟ ମୋ ଖୋଜେ କାଇଁ ତୋ ସାହାରା ବାରବାର? ହାଏ ରେ, ହାଏ ରେ ଅଦିନ ମେଘ ଭିଜେଇଦେ ତୁ ପ୍ରିୟାକୁ ମୋର ହାଏ, ହାଏ ରେ, ହାଏ ରେ ଅଦିନ ମେଘ ଭିଜୁଛି ମୁଁ ଆଜି ପ୍ରେମରେ ତୋର କଉ ଜନମେ କି ପୁଣ୍ୟ କରିଥିଲି ଏ ଜନ୍ମେ ପାଇଛି ତତେ ସାତ ଜନ୍ମ ଯାଏଁ ତୋ ସାଥେ ରହିବି କଥା ମୁଁ ଦଉଛି ତତେ ଓ, ଗାଁ ମନ୍ଦିରକୁ ସାକ୍ଷୀ ରଖି ତତେ ପାଇଥିଲି ମୁଁ ଭଲ ତୋ ରାଣ ତୋଠୁ ଯିବିନି ଦୂରେଇ ପାଉଥିବି ତତେ ଭଲ ବୁଢ଼ୀ ଅସୁରୁଣୀର ଫରୁଆରେ ବନ୍ଧା ଆମ ପ୍ରେମ ଡୋରି ରେ ଚାହେଁ ସେଠୁ ମୁକୁଳିକି ହବା ପାଇଁ ମୁଁ ତୋର ହାଏ ରେ, ହାଏ ରେ ଅଦିନ ମେଘ ଭିଜେଇଦେ ତୁ ପ୍ରିୟାକୁ ମୋର ହାଏ ରେ, ହାଏ ରେ ଅଦିନ ମେଘ ଭିଜୁଛି ମୁଁ ଆଜି ପ୍ରେମରେ ତୋର